ଜିଲ୍ଲା ପରିକ୍ରମା

ରେଞ୍ଜର ମହେନ୍ଦ୍ର ପରିଡ଼ାଙ୍କ ପରଲୋକ

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ୍ ଅର୍ନ୍ତଗତ ପରସିଙ୍ଗା ପଞ୍ଚାୟତ ଅଧିନସ୍ଥ କୁନ୍ତଳା ଗ୍ରାମର ମହେନ୍ଦ୍ର ପରିଡ଼ାଙ୍କର (୫୬)ଗତକାଲି ବିଳମ୍ବିତ ରାତ୍ରୀରେ ପରଲୋକ ହୋଇଯାଇଛି। ବର୍ଷକ ପୂର୍ବେ ଭଦ୍ରକରେ ଅବସ୍ଥାପିତ ୰ ପରିଡ଼ା ଅଧୁନା ଅନୁଗୁଳ ବନ୍ୟପ୍ରାଣୀ ବିଭାଗରେ ରେଞ୍ଜର ଭାବରେ କାର୍ଯ୍ୟରତ ଥିଲେ। ଗତ କିଛିଦିନ ଧରି ୰ ପରିଡ଼ା କର୍କଟ ରୋଗରେ ପିଡ଼ୀତ ଥିଲେ। ସେ ଜଣେ ସୁପ୍ରସିଦ୍ଧ ଗୀତିକାର ତଥା କୁନ୍ତଳା ଗ୍ରାମର ଶୁକମୁନୀ କମିଟିର ସଭାପତି ଥିଲେ। ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ। ୰ ପରିଡ଼ାଙ୍କ ମୃତ୍ୟୁରେ ଭଦ୍ରକରେ ଶୋକର ଛାୟା ଖେଳିଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top