ଓଡ଼ିଶା

ରାୟଗଡା ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡା ତା-୦୨/୦୭/୨୦୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ଏହି ଏହୁଛି  ରାୟଗଡା ଜିଲ୍ଲା ପ୍ରଶାସନ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ବାସ୍ତବ ଚିତ୍ର  ମହିଳା ଜିଲ୍ଲାପାଳଙ୍କ  ମହିଳାଙ୍କ ପ୍ରତି ଦରଦ ରାୟଗଡା ଜିଲ୍ଲାର କଲ୍ଯାଣସଂହପୁ ବ୍ଳକ ରେ ହୋଇଥିବା ବନ୍ୟା ସର୍ବସ୍ବ ହରାଇଥିବା ମହିଳା ଶ୍ରୀମତୀ ମମତା ରାଣୀ ସାହୁ ଦୀର୍ଘ ଏକ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠରେ ଦୁଖଃ ଜଣାଇ ପରେ ଶେଷରେ ଆତ୍ମହରା ହୋଇ ବର୍ତ୍ତମାନ ସେହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ଥିବା ଜିଲ୍ଲାପାଳ ମହାଶୟାଙ୍କ ସମ୍ମୁଖରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ବେଳେ ପୋଲିସ କିରୋସିନ ଜବତ କରିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top