ଓଡ଼ିଶା

ରାସ୍ତାରେ ଜଳିଗଲା ତେଲ ଟ୍ୟାଙ୍କର, ହେଲପର ଗୁରୁତର

ଭୁବନେଶ୍ୱର, ୩.୧୧- (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜୟପୁରର ୬୩ ନଂମ୍ବର ଜାତୀୟ ରାଜପଥ ସାସାହାଣ୍ଡି ନିକଟରେ କଲିକତାରୁ ରାୟପୁର ଯାଉଥିବା ଏକ ତେଲଟ୍ୟାଙ୍କର ଆକସ୍ମିକ ଅଗ୍ନିକାଣ୍ଡ ଘଟି ତେଲଟ୍ୟାଙ୍କରଟି ସମ୍ପୂର୍ଣ୍ଣ ପୋଡିଯାଇଥିବା ପୁଲିସ ନିକଟରୁ ସୂଚନା ମିଳିଛି। ଅଗ୍ନିକାଣ୍ଡରେ ଗାଡିରେଥିବା ହେଲପର ଗୁରୁତର ଆହତ ହୋଇ ଥିବାବେଳେ ଆହତ ହେଲପରକୁ ବୋରିଗୁମା ହସପିଟାଲରେ ଭର୍ତ୍ତିକରାଯାଇଛି। ଘଟଣାସ୍ଥଳରେ ଅଗ୍ନିସେବାଶ୍ରମ କର୍ମଚାରି ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top