ରାଣୀସକ୍ତି ଉତ୍ସବ

ପୁରୀ, ୧୩/୧୧(ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ): ରାଣୀସକ୍ତି ଉତ୍ସବ ଗତକାଲି ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ରାଣୀସକ୍ତି ଭବନରେ ମଙ୍ଗଳପାଠ ଓ ଭଜନ ଅନୁଷ୍ଠିତ ହୋଇଥିଲା। ମାରୱାଡି ସମ୍ପ୍ରଦାୟର ଶତାଧିକ ମହିଳା ଏହି ଉତ୍ସବରେ ଯୋଗଦାନ କରିଥିଲେ। ଶଶୀ ଅଗ୍ରୱାଲ, କମଲ କୁମାର ମୁସ୍କାନ ଅଗ୍ରୱାଲ, ଆୟୁସି ଗୋଏଣ୍ଠା ଓ ଲଳିତ ପଞ୍ଚ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *