ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୟାଗଡ଼ ଗସ୍ତ

ନୟାଗଡ଼, ୮-୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ମନ୍ଦାକିନୀ କର ଓ ଦିବ୍ୟା ଶାଶ୍ୱତୀ ନୟାଗଡ଼ ଗସ୍ତରେ ଶଶୁ ସୁରକ୍ଷା ସମ୍ପର୍କୀୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଦୁଇ ସଦସ୍ୟା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରସରରେ ଥିବା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ମଙ୍ଗଳ ସମିତିର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ କାଳରେ ଦୁଇ ସଦସ୍ୟାଙ୍କ ସହିତ ଜିଲ୍ଲାପାଳ ଏନ ତିରୁମାଲା ନାୟକ, ଅତିରିକ୍ତି ଜିଲ୍ଲାପାଳ ପ୍ରସନ୍ତ କୁମାର ଦାସ, ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ସନ୍ତୋଷୀ ସାହୁ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *