ରାଖୀ ସାୱନ୍ତଙ୍କର ହଟ ଏବଂ ବୋଲ୍ଡ “ଯୋଗ” କୁ ଦେଖିକରି ଆପଣଙ୍କ ହୋସ ଉଡ଼ି ଯିବ, ଦେଖନ୍ତୁ ଭିଡ଼ିଓ ଏବଂ ଫଟୋ

ମୁମ୍ବାଇ ୨୨-୬ (ଓଡ଼ିଆ ପୁଅ) ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସରେ ରାଖୀ ସାୱନ୍ତ ଯୋଗ କରି ସମ୍ପୂର୍ଣ୍ଣ ଦେଶକୁ ଦୋହଲେଇ ଦେଇଛନ୍ତି। ତାଙ୍କର ପୂରା ମିଡ଼ିଆ ଜଗତରେ ଜବରଦସ୍ତ ଚର୍ଚ୍ଚା ହେଉଛି। ଯୋଗ ଦିବସରେ ସମସ୍ତଙ୍କର ନଜର ତାଙ୍କ ଉପରେ ଥିଲା। ତାଙ୍କର ଫ୍ୟାନମାନେ ତାଙ୍କ ଯୋଗରେ ମୋହିଯାଇଛନ୍ତି।

୨୧ ଜୁନ, ଯେଉଁଠାରେ ସମ୍ପୂର୍ଣ୍ଣ ଦେଶ ‘ଆସନ’ ଏବଂ ମୁଦ୍ରାର ଅଭ୍ୟାସ କରୁଥିଲା। ସେଠାରେ ରାଖୀ ସାୱନ୍ତ ଲାଲ ରଙ୍ଗର ପୋଷାକରେ ହଟ ଯୋଗ କରି ସମସ୍ତକୁ ଚକିତ କରିଦେଇଛନ୍ତି।

ସେ ମାନନ୍ତି କି ମଡର୍ଣ୍ଣ ଏବଂ ହଟ ଯୋଗ ପାରମ୍ପରିକ ରୂପରେ ଭଲ। ସେ ଲୋକମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି କି ହଟ ବନିବା ପାଇଁ ହଟ ଯୋଗ କରିବା ଆବଶ୍ୟକ।

ସେ କହିଛନ୍ତି ଯଦି ଲୋକ ହଟ ଯୋଗ କରିବେ, ତେବେ ତାଙ୍କ ଓଜନ କମିବ ଏବଂ ଔଷଧର ଆବଶ୍ୟକତା ପଡ଼ିବ ନାହିଁ। ଲୋକ ମୋତେ ପଚାରନ୍ତି କି ହଟ ଯୋଗ କ’ଣ ପାଇଁ କରୁଛି ବୋଲି, କାରଣ ମୁଁ ସବୁବେଳେ କୁହେ କି ମୁଁ ହଟ ରହିବାକୁ ପସନ୍ଦ କରେ, ସେଥିପାଇଁ ହଟ ଯୋଗ କରୁଛି।

https://www.instagram.com/p/BkRo_2IFA-j/?taken-by=rakhisawant2511

ରାଖୀ କହିଲେ କି ମୁଁ ନିଜର ଷ୍ଟ୍ରଗଲିଙ୍ଗ ଦିନମାନଙ୍କରେ କେବଳ ସାଲାଡ଼ ହିଁ ଖାଉଥିଲି, କିନ୍ତୁ ଯେତେବେଳେ ମୁଁ ପ୍ରପର ଖାଇବା ଆରମ୍ଭ କଲି ସେତେବେଳେ ମୋର ଓଜନ ବଢ଼ି ଗଲା।

Leave a Reply

Your email address will not be published. Required fields are marked *