ରଥଟଣା ବେଳେ ଗୋଷ୍ଠୀ ସଂଘର୍ଷ ୫ ଜଣ ଆହତ, ଜଣେ ଗୁରୁତର

ଖୋର୍ଦ୍ଧା ୨୨-୭ (ଓଡ଼ିଆ ପୁଅ) : ବାଣପୁର ରଥଟଣା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଖବର ମିଳିଛି। ଏହି ଗୋଷ୍ଠୀ ସଂଘର୍ଷରେ ଜଣେ ଗୁରୁତର ହୋଇଥିବା ବୋଳେ, ୫ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ତଦନ୍ତ ବାଣପୁର କରୁଛି। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *