ଜିଲ୍ଲା ପରିକ୍ରମା

ଯୁବ ବାହିନୀ ଯାତ୍ରା

ପୁରୀ:୧୧/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଓଡ଼ିଶା ଯୁବବାହିନୀ ପକ୍ଷରୁ ସିଂହଦ୍ୱାରରୁ ଆରମ୍ଭ ହୋଇଛି ଯୁବ ସଚେତନତା ଯାତ୍ରା। ଲଢିବା ନୁହେଁ ଗଢିବା ନୀତି ନେଇ ଏହା ସଚେତନତା ଯାତ୍ରା ଆରମ୍ଭ କରାଯାଇଛି। ରାଜ୍ୟର ବିଭିନ୍ନ ଅଂଚଳରୁ ଯୁବକମାନେ ଏହି ଯାତ୍ରାରେ ଯୋଗ ଦେଇଛନ୍ତି। ଦୂନୀତି ବିରୋଦ୍ଧରେ ସ୍ୱର ଉତୋଳନ ରାଜ୍ୟରେ ରହିଥିବା ବେକାରୀ ସମସ୍ୟା ଦୂରୀକରଣ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ବାର୍ତ୍ତାନେଇ ଯୁବକ ମାନେ ସଚେତନତା ଯାତ୍ରାରେ ବାହାରିଛନ୍ତି। ଗାଁ ରୁ ସହର, ସହରରୁ ଦେଶବ୍ୟାପି ଯୁବକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ରାଜନୈତିକ ଦଳ ପକ୍ଷରୁ ନ ଦଉଡ଼ି ସ୍ୱଚ୍ଛ ଓ ସୁସ୍ଥ ନାଗରିକ ଏବଂ ସମାଜ ଗଠନ ପାଇଁ ଏଭଳି ପ୍ରୟାସ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top