ଜିଲ୍ଲା ପରିକ୍ରମା

ଯୁବକ ମାନଙ୍କ ଦ୍ୱାରା ମେଲଣ ପଡିଆ ସଫେଇ

ଯାଜପୁର, ୧୨/୩, (ଓଡିଆପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ହରିଦାସପୁର ମେଲଣ ପଡିଆକୁ ତେଜିଆନ କ୍ଲବର ବହୁ ସଦସ୍ୟ ଏବଂ ଯୁବକ ମାନେ ସଫେଇ କରିଛନ୍ତି । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଏହି ଯୁବକ ମାନେ ନିଜକୁ ସାମିଲ କରି ମେଲଣ ପଡିଆରେ ପଡିଥିବା କୁଢ କୁଢ ଅଳିଆ ଆବର୍ଜନା ଗୁଡିକୁ ଉଠାଇ ଏକତ୍ର କରି ପରେ ଅନ୍ୟ ସ୍ଥାନରେ ପୋତିଦେଇଥିଲେ । ବିକାଶ କୁମାର ସାମଲ ଏହାର ନେତୃତ୍ୱ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top