ad
କେନ୍ଦୁଝର

ଯୁବକ ନିଖୋଜ

ହାଟଡ଼ିହି-୨୦/୩ (ଓଡ଼ିଆ ପୁଅ) : ନିକଟସ୍ଥ ବସନ୍ତିଆ ଗ୍ରାମର ଦିବାକର ବେହେରା ନାମକ ଜଣେ ଯୁବକ ଗତ ଦୁଇଦିନ ହେଲା ନିଖୋଜ ହୋଇଯାଇଛନ୍ତି। ଗତ ୧୯ତାରିଖ ଦିନ ସକାଳୁ ସେ ବସନ୍ତିଆ ବଜାରକୁ ଆସିଥିବାବେଳେ ଘରକୁ ଫେରି ନଥିଲେ। ପରିବାର ଲୋକେ ସମସ୍କତ ବନ୍ଧୁ ବାନ୍ଧବଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରିନି। ଏନେଇ ପରିବାର ଲୋକେ ଆଜି ବନ୍ତ ଥାନାରେ ଅଭିଯୋଗ କରିଛନ୍ତି। ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ତେବେ ୯୯୩୭୬୩୬୫୪୦ରେ ଜଣାଇବାକୁ ପରିବାର ଲୋକେ ନିବଦେନ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top