ଜିଲ୍ଲା ପରିକ୍ରମା

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ,୧୧ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ଚୁଡାକୁଟି ଛକ ଉପରେ   ୮/୯ ଜଣ ଅସାମାଜିକ  ମଦ୍ୟପାନ  କରୁଥିବା  ବ୍ୟକ୍ତି ଅସଭ୍ୟ  ଭାଷାରେ ଜୋରରେ  ଗାଳି  ଗୁଲଜ  କରୁଥିଲେ  । ଘର ପାଖରେ ଝିଅ  ବହୁ ଥିବାରୁ ବାହିନୀର ଲିଗଲ ଆଡଭାଇଜର  ଓ ଭାଜପା   ଯୁବମୋର୍ଚ୍ଚା  ର ସମ୍ପାଦକ   ସ୍ୱୟଂଭୁ ପ୍ରସାଦ ଦାସ ଯାଇ   କହିଲେ   ଭାଇମାନେ  ଆମେ ପରିବାର  ନେଇ  ଏଠି ରହୁଛୁ  ତମେ ମାନେ  ଏଭଳି ଭାଷା ପ୍ରୟୋଗ   କରି ପାଟି କରୁଛ  ଏହା ଠିକ୍  ନା ?  ସେମାନେ ତାଙ୍କୁ ନାନା ଅଶ୍ଲିଳଭାଷାରେ ଗାଳିଗୁଲଜ କରିଥିଲେ ଓ ମୁଣ୍ଡକୁ   ଏକ ଧାରୁଆ କୌଣସି  ଅସ୍ତ୍ର ରେ  ଆଘାତ କରିଥିଲେ ।    ଅତ୍ୟଧିକ  ଆଘାତ  ଥିବାରୁ ପ୍ର୍ରଥମେ  ଧାମନଗର  ମେଡିକାଲ ଓ ପରେ ଭଦ୍ରକ ମେଡିକାଲ ଚିକିସôାି ପାଇଁ ଡାକ୍ତର ରେଫର  କଲେ  । ବର୍ତ୍ତମାନ ଯୁବକ ଜଣକ ଙ୍କର   ଭଦ୍ରକ  ମିଡେିକାଲରେ  ଚିକିସôା  ଚାଲିଅଛି ।  ଦୁଇଜଣ  ଙ୍କ  ନାଁ ଜଣା  ପଡିଛି ବୋଲ ି ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ସେମାନେ ହେଲେ ଧାମନଗର ବିଦ୍ୟାଧରପୁର ଗ୍ରାମର ଅଶୋକ ଦାସଙ୍କର ପୁତ୍ର ଦୀପକ ଓ ସରେଇ ଗ୍ରାମର ଦୁଲାଇ ପୋହିଙ୍କ ପୁତ୍ର ଦୀପକ  ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top