ଯୁକ୍ତ ୨ ବାଣିଜ୍ୟରେ ବିଜ୍ଞାନ କଲେଜର ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

କୋରାପୁଟ; ତା୧୦-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ କୋରାପୁଟ ସ୍ଥିତ ବିଜ୍ଞାନ ଇଂଟରନେସନାଲ କଲେଜର ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। କୁଲଦୀପ କୁମାର ଗୁପ୍ତା ମୋଟ ୪୪୬ (୭୪.୩୩%) ଓ କେ. କାଳି ୪୪୨ନମ୍ବର(୭୩.୬୬%) ନମ୍ବର ରଖି କଲେଜରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବା କଲେଜ ଅଧ୍ୟକ୍ଷ ସୁବ୍ରତ କୁମାର ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *