ଅପରାଧ

ଯାମୁଦଲକ ବାଇକ ଲୁଟ ମାମଲା: ୧ ଗିରଫ

ଚଂପୁଆ (ଓଡ଼ିଆ ପୁଅ/ରଂଜନ ପ୍ରଧାନ ) ଗତ ୭ ତାରିଖ ଚଂପୁଆ ଥାନା ଅନ୍ତର୍ଗତ ଯାମୁଦଲକ ନିକଟ ରେ ବନ୍ଧୁକ ମୁନରେ ହୋଇଯାଇଥିବା ବାଇକ ଲୁଟ ମାମଲା ରେ, ପୋଲିସ୍ ଜଣକୁ ଗିରଫ କରିଛି। ଗିରଫ ଜଣକ ନାମ ବିଶ୍ବଜିତ ଗିରି। ତା ଘର ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ଛେଳିଆନାଳ ଗାଁରେ। ତା ନିକଟରୁ ପୋଲିସ ଅନ୍ୟ ଏକ ଚୋରା ବାଇକ ସହ ୪ଟି ମୋବାଇଲ୍ ଫୋନ୍ ଲୁଟ କରିବା ବେଳେ ବ୍ୟବହୃତ ବନ୍ଧୁକ ଏକ ଆଧାରକାର୍ଡ଼ ଏକ ସ୍ମାର୍ଟ କାର୍ଡ ୯ ହଜାର ୧୯୦, ଟଙ୍କା ଜବତ କରିଛି।ଗିରଫ, ବିଶ୍ବଜିତ ନାମରେ ଚଂପୁଆ, ଘାଗରବେଡା, ଯୋଡା ଜଗନ୍ନାଥପୁର ଥାନାରେ ଏକାଧିକ ମାମଲା ଥିବା ପୋଲିସ ଅଫିସର ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top