ଯାଜପୁର ଏସ୍.ଡି.ପି.ଓ ଅଫିସ୍ ନୂତନ ଗୃହ ଉଦଘାଟିତ 

ଯାଜପୁର-୧୪/୫(ଓଡିଆ ପୁଅ/ଏ.ରାଉତ) – ଯାଜପୁର ଏସ୍.ଡି.ପି.ଓ ନୂତନ ଗୃହକୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନ ସମାରୋହରେ ପୁଲିସ ବିଭାଗର ଆଇଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଅତିଥିଭାବେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *