ମୟୂରଭଞ୍ଜରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣା ଗସ୍ତ:

ମୟୂରଭଞ୍ଜ ୨୦-୩ (ଓଡ଼ିଆ ପୁଅ) ମୟୂରଭଞ୍ଜ ଜିଲ୍ଲା ମହୁଲଟାଙ୍ଗିରି ଗାଁ (ଓଡ଼ିଶା ଝାରଖଣ୍ଡ ସୀମାନ୍ତ) ନିକଟରେ ଭାରତୀୟ ବାୟୁସେନାର MIG-36 ଟ୍ରେନର ଏଆର କ୍ରାଫ୍ଟ ଦୁର୍ଘଟଣା ଗସ୍ତ ହୋଇଛି। ଏଥିରେ ପାଇଲଟ ବାହାରକୁ ବାହାରି ଆସିଥିଲେ ମଧ୍ୟ ସେ ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବିମାନଟି କିଭଳି ଦୁର୍ଘଟଣାଗସ୍ତ ହେଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Leave a Reply

Your email address will not be published. Required fields are marked *