ଜିଲ୍ଲା ପରିକ୍ରମା

ମୋ ବୁଥ୍, ମୋ ଗୌରବ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଂଗ୍ରେସ ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ଏକପ୍ରସ୍ତୁତି ବୈଠକ ମୋ ବୁଥ ମୋ ଗୌରବ ସମ୍ପର୍କରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା କ୍ଷେତ୍ରର ନେତା ପ୍ରାକ୍ତନ ବିଧାୟକ ନରେନ ପଲେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥକୁ ଶକ୍ତିଶାଳୀ କରିବାକୁ ରଣକୌଶଳ ସ୍ଥିର ହୋଇଥିଲା । ଉକ୍ତ ବୈଠକରେ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ପିସିସି ସଂପାଦକ ଦେବରୂପ ମହାନ୍ତି, ଗୋଲାମ ମହିଉଦ୍ଦିନ, ମିଡ଼ିଆସଂଯୋଜକ ଅତିଶ ଦାସ, ବରିଷ୍ଠ ନେତା ଦିଲ୍ଲୀପ ନାୟକ, ଅବଦୁଲ ମୋକିଦ ଖାଁ, ଆଶିଶ ରାଉତ୍, ଗୋପାଳ ତ୍ରିପାଠୀ, ଅନନ୍ତ ପଣ୍ଡା, ଜୁଲଫିକର ଅଲ୍ଲୀ, ଚିଦା ବାରିକ, କୁଟିଆ ନାୟକ, ପ୍ରଫୁଲ୍ଲ ସାମଲ, ବବି ମହାନ୍ତି, ପ୍ରାଶ ଜେନା, ପିତବାସ ଧଳ, ମନୋଜ ପଣ୍ଡା, ଅଜଗର ଅଲ୍ଲୀ, ଗୌରୀ ଜେନା, ଟୁଟୁ ମହାପାତ୍ର, ଯୁବନେତା ଧବଳେଶ୍ୱର ପଣ୍ଡା, ଅତୁଲ୍ୟ ନାୟକ, ଶେଖ ଫରଦ୍ଦ୍ିନ, ଆଶ୍ରଫ ଅଲ୍ଲୀ, ଖେଖ ସମଦାନୀ, କାମେଶ ପରିଡ଼ା, ଆପ୍ପା ରାଓ, ଟିକନ ମହାପାତ୍ର, ଦେବେନ୍ଦ୍ର ପ୍ରଧାନ, ଖଗେଶ୍ୱର ବାରିକ, ଟୁକୁ ସାହୁ, ନୀର ମଲ୍ଲିକ, ରାଜୁ ପ୍ରଧାନ, ଚଗିଲି ସାହୁ, ନାରୀ ନେତ୍ରୀ, ଲକ୍ଷ୍ମୀପ୍ରିୟା ଜେନା, ଜ୍ୟୋସ୍ନା ପତି, ଛାତ୍ରନେତା ବଳରାମ ରାଉତ, ଅନନ୍ତ ମହାପାତ୍ର, ବିଜୟ ନାୟକ, ସୌମ୍ୟରଂଜନ ଦାସଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top