ଓଡ଼ିଶା

ମେକ୍ ଇନ୍ ଓଡିଶା କନକ୍ଲେଭର ୩ୟ ସଂନ୍ଧ୍ୟା: ୪ଲକ୍ଷ ୧୯ ହଜାର କୋଟିର ପୁଞ୍ଜି ନିବେଶର ପ୍ରସ୍ତାବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ୧୩-୧୧-(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଶେଷ ହେଲା ମେକ୍ ଇନ୍ ଓଡିଶା କନକ୍ଲେଭର ୩ୟ ସଂନ୍ଧ୍ୟା। ଓଡିଶାରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବାର ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନକ୍ଲେଭର ମିଟ ୩ୟ ସଂନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୫ଟି ଶିଳ୍ପ କ୍ଷେତ୍ରରେ ଏହି ପୁଞ୍ଜିନିବେଶ କରାଯିବା ସହ ଏହା ଦ୍ୱାରା ଓଡିଶାରେ ୫ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହା ସହ ଆଜି ମେକ୍ ଇନ୍ ଓଡିଶା କନକ୍ଲେଭର ଉଦଯାପନୀ ଉତ୍ସବର ମେକ୍ ଇନ୍ ଓଡିଶା କନକ୍ଲେଭର ମିଟ ୩ୟ ସଂସ୍କରଣ ୨୦୨୦ ନଭେମ୍ବର ୩୦ ତାରିଖରେ ଅନୁଷ୍ଟିତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top