ମେକଅପ ଓ ହେୟାର କଟିଂ ସଂପର୍କିତ ଦିନିକିଆ ସେମିନାର

କୋରାପୁଟ ; ତା୨୭-୧୨-୧୭(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟଠାରେ ମେକଅପ ଓ ହେୟାର କଟିଂ ସଂପର୍କିତ ଏକ ଦିନିକିଆ ସେମିନାର ଆୟୋଜିତ ହୋଇଯାଇଛି।ପୂଜାରିପୁଟସ୍ଥିତ ଅଞଳି ବେୟୁଟି ପାରଲୋର ଦ୍ୱାରା ସେମିନାର ସ୍ଥାନୀୟ ରାଜ ରେସିଡେନସି ହୋଟେଲ ସଭାଗୃହଠାରେ ଆୟୋଜନ କରାଯାଇଥିଲା।ବଲିଉଡର ମେକଅପ ଆର୍ଟିଷ୍ଟ ରଞନା ସିଂ ଓ ରାୟପୁରର କ୍ରିୟଟିଭ ହେୟାର କଟିଂ ଆର୍ଟିଷ୍ଟ ରାଜ ଶ୍ରୀବାସ ସାଧନ ବ୍ୟକ୍ତିଭାବେ ଯୋଗଦେଇଥିଲେ।ଏହି ସେମିନାରରେ ପୂଜା ଆହୁଜା,  ଲିପି ରାଉତ,  ସୋନା ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସହରରରୁ ଶତାଧିକ ମହିଳାମାନେ ଯୋଗଦେଇଥିଲେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *