ad
ଗଞ୍ଜାମ

ମୁଣ୍ଡମରାଇରେ ମା ବୁଢ଼ୀ ଠାକୁରାଣୀଙ୍କ ଓଷାକୋଠି ଯାତ୍ରା ଅନୁଷ୍ଠିତ

ଆସିକା/ମୁଣ୍ଡମରାଇ:୦୫/୧୦(ଓଡ଼ିଆ ପୁଅ/ ଲଡୁ କିଶୋର ଦାସ) ମୁଣ୍ଡମରାଇସ୍ଥିତ ଦେଓପାଟଣା ସାହିରେ ମା ବୁଢ଼ୀ ଠାକୁରାଣୀଙ୍କ ଓଷାକୋଠି ଯାତ୍ରା ଅନୁଷ୍ଠିତ |ତିନି ଦିନ ବ୍ୟାପି ଚାଲି ଏହି ଓଷାକୋଠି ଯାତ୍ରାରେ ବିଭିନ୍ନ ସ୍ଥାନରୁ ଆସିଥିବା ଗାହାଣ ମାନେ ନିଜ ନିଜର ଗାହାଣ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲା |ଏହି କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ସ୍ଥାନୀୟ ଅଂଚଳରୁ ପ୍ରବଳ ଜନ ସମାଗମ ହେଉଥିଲା |ଶେଷରେ ଆଜି ସନ୍ଧ୍ୟାରେ ବିରାଟ ପଟୁଆରରେ ମାଆଙ୍କ ଘଟକୁ ନଗର ପରିକ୍ରମା କରାଯିବା ପରେ ନିକଟସ୍ତ ଋଷିକୂଲ୍ୟା ନଦୀରେ ବିସର୍ଜନ କରାଯାଇଥିଲା |
ସୁଚନାଯୋଗ୍ୟ କି ଗଞ୍ଜାମ ଜିଲ୍ଳାରେ ଲୋକନୃତ୍ୟ ଗାହାଣ ଲୋପ ପାଇବାକୁ ବସିଥିବା ବେଳେ ଦେଓପାଟଣା ସାହି କିଛି ଯୁବକ ମାନଙ୍କ ପ୍ରଚେଷ୍ଟା ଯୋଗୁଁ ଆଜିବି ଏହି ପରମ୍ପରା ବଞ୍ଚି ରହିଛି |

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top