ମୁଖ୍ୟ ଚିକିସôାଳୟକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡା ୧୧/୧୧ (ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ)– କେନ୍ଦ୍ରାପଡା ଜିଲ୍ଲାପାଳ ରଘୁଜୀ ଆଜି ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଅଚାନକ ପରିଦର୍ଶନରେ ଯାଇ ଚିକିସôାଳୟର ବିଭିନ୍ନ ୱାର୍ଡ ଗୁଡିକ ବୁଲି ଦେଖିଥିଲେ । ରୋଗୀମାନଙ୍କୁ ଚିକିସôା ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ (ଜନସ୍ୱାସ୍ଥ୍ୟ)ଡା.ମିର୍ଜାବାବର ବେଗ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ୱାର୍ଡ ଗୁଡିକର ପରିଛନ୍ନତା,ରୋଗୀମାନଙ୍କୁ ଉପଯୁକ୍ତ ସେବା ଓ ଆବଶ୍ୟକ ସରକାରୀ ଔଷଧ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *