ମୁକୁଳା ପଡିଛି ସ୍କୁଲ ପରିସର – ପାଚେରୀ ନିର୍ମାଣ ଦାବି

ଚଂପୁଆ ୨୩-୪ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡନଇ ପଚାଂୟତର ଗମ୍ଭୀରିଆ ପ୍ରାଥମିକ ବିଦ୍ୟାଳୟର ସମ୍ମୁଖ ଭାଗନ ଥିବାରୁ ସ୍କୁଲ ପରିସରରେ ଗାଈ ଛେଳିଙ୍କ ଅବାଧ ବିଚରଣ ଦେଖିବାକୁ ମିଳୁଛି। ଫଳରେ ଛୋଟଛୋଟ ପିଲାଙ୍କ ସୁରକ୍ଷା ପ୍ରତି ଅଭିଭାବକମାନେ ସନ୍ଦିହାନ ହୋଇପଡିଛନ୍ତି। ଏଣୁ ଅତି ଶୀଘ୍ର ସ୍କୁଲ ପାଚେରୀ ନିର୍ମାଣ କରିବାକୁ ସ୍କୁଲ କମିଟୀର ଚେୟାରମ୍ୟାନ ସନ୍ତୋଷ କୁମାର ପାତ୍ରଙ୍କୁ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *