ମା’ ସାଜିଲା ପିଶାଚୀ! ମାରିଦେଲା ୫ ବର୍ଷର କୁନି ଝିଅକୁ

ଯାଜପୁର ୪-୩ (ଓଡ଼ିଆ ପୁଅ): ନିଜ ଜନ୍ମ କଲା ମା’ ସାଜିଲା ରାକ୍ଷସୀ। ମା’ ନେଇଛି ନିଜ ଜନ୍ମ କଲା ଶିଶୁଟିର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର କୁଆଖିଆ ଥାନା ମୁଗୁପାଳ ଗାଁରେ। ନିଜ ୫ ବର୍ଷର ଝିଅକୁ ଡାକି ନେଇ ପୋଖରୀରେ ବୁଡେଇ ମାରି ଦେଇଛି ମା’। ମୃତ ଶିଶୁଟିର ବଡବାପା ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ମା’ ସୋନି ବେହେରାକୁ ଗିରଫ କରି ଥାନାରେ ପଚାରଉଚରା କରୁଛି।

Leave a Reply

Your email address will not be published. Required fields are marked *