ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ମଦମୁକ୍ତି ଆନ୍ଦୋଳନର ମଙ୍ଗ ଧରିଲେ ମା ଘର ଶାନ୍ତି ସେନା

ମାଲକାନଗିରି,୨୪ା୯(ଓଡିଆ ପୁଅ  )  ମଦମୁକ୍ତ ଆନ୍ଦୋଳନର ମଙ୍ଗଧରିଲେ ମାଲକାନଗିରି ଜିଲ୍ଲା ମା ଘର ଶାନ୍ତୀ ସେନା ମାନେ, ଆଜି ସକାଳେ ମା ଘର ଶାନ୍ତୀ ସେନାର ଶତାଧିକ ମହିଳା ମାନେ ମଦବିରୋଧୀ ସ୍ଲୋଗାନ ଦେଇ ସହରପରିକ୍ରମା କରଥିଲେ  । ଜିଲ୍ଲା ମା ଘର ସଭାନେତ୍ରୀ ପ୍ରଶାନ୍ତୀକୁମାରୀ ବିଷୋୟୀ ଙ୍କ ନେତୃରେ ଶତାଧିକ ଶାନ୍ତୀସେନାର ମହିଳା ମାନେ ନିଶାମୁକ୍ତ ଓଡିଶା ର ପଦ ଯାତ୍ରାରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମଦ ବିରୋଧରେ ୧୨ଦଫା ଦିବିନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନକରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top