ମାଙ୍କଡ କାମୁଡାରେ ଛାତ୍ରୀ ଗୁରୁତ୍ତର

କେନ୍ଦ୍ରାପଡା ୭/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ବିଦ୍ୟାମନ୍ଦିରର ପଂଚମ ଶ୍ରେଣୀ ଛାତ୍ରୀ ସୁଷମା ସାହୁ ମାଙ୍କଡ କମୁଡାରେ ଗୁରୁତ୍ତର ହୋଇ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି ହୋଥିବା ଜଣାପଡିଛି । ସେ ଆଜି ଦିନ ପ୍ରାୟ ୧୧ଟା ସମୟରେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ବାଟରେ ତାକୁ ମାଙ୍କଡ କାମୁଡି ଦେଇଥିଲା । ସ୍ଥାନୀୟ ଲୋକେ ତାକୁ ଗୁରୁତ୍ତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Leave a Reply

Your email address will not be published. Required fields are marked *