ମହିଳା ଶୌଚାଳୟ ଭିତରୁ ବାହାରିଲା ବିଶାକ୍ତ ସାପ, ଡରିଗଲେ ସମସ୍ତେ

ଅଷ୍ଟ୍ରେଲିଆ ୫, ସେପ୍ଟେମ୍ବର (ଓଡ଼ିଆ ପୁଅ) ଅଷ୍ଟ୍ରେଲିଆର କେରନ୍ସରେ ମହିଳା ଶୌଚାଳୟରେ ଶୌଚାଳୟରୁ ୧.୨ ମିଟର ଲମ୍ବା ସାପ ବାହାରିଲା। ସାବଧାନ୍ କରାଯାଉଛି କି ‘ଯେବେ ମଧ୍ୟ ଶୌଚାଳୟରେ ବସନ୍ତି ତେବେ ଦେଖକରି ବସନ୍ତୁ କାରଣ ବର୍ଷା ଋତୁରେ ସାପ ଆସିଥାନ୍ତି’। ଫଟୋକୁ ଫେସବୁକରେ Cairns Snake Removals ଶେୟାର କରିଛି। ‘ପ୍ରତ୍ୟେକ ବର୍ଷ ଡ୍ରାୟ ସିଜନରେ ସାପ ଟଏଲେଟ ଜରିଆରେ ଆସି ଯାଇଆନ୍ତି.’ ଏହି ସାପ ପାଇପ ଜରିଆରେ ଶୌଚାଳୟ ବାଉଲରେ ବାହରକୁ ଆସିଥିଲା।

ଏହି ସାପକୁ ଡେବିଡ ବଲ୍ଟର ଧରିଛନ୍ତି। ସାପ ୧.୨ ମିଟର ଲମ୍ବା ଥିଲା। ସେ କହିଛନ୍ତି କି- ‘ଏହି ସାପ ୩ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇପାରେ।

Leave a Reply

Your email address will not be published. Required fields are marked *