ad
ଓଡ଼ିଶା

ମର୍ନ୍ତୁନ୍ତୁଦ ସଡ଼କ ଦୁର୍ଘଟଣା ୨ ମୃତ ୨ଗୁରୁତର

ନୂଆପଡ଼ା ୨-୧୨ (ଓଡ଼ିଆ ପୁଅ/ନନ୍ଦୀଘୋଷ ଖମାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରୁମ୍ପୁରୀ ୩୫୩ ଜାତୀୟ ରାଜପଥ ଦଲଦଲି ନିକଟରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସ୍ଥାନୀୟ ପୋଲିସ୍ ର କହିବା ଅନୁଯାୟୀ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଥାଉକି ମୃତକମାନେ ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top