ଓଡ଼ିଶା

ମଦ ଚୋରା ଚାଲାଣ ଅଭିଯୋଗ: ୩ଜଣ ଗିରଫ

ସମ୍ବଲପୁର, ୨୯ା୩(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ଜିଲ୍ଲା ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରି ୩ ଜଣ ମଦ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଏନେଇ ବିଭିନ୍ନ ଥାନାରେ ୩ଟି ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ସଦର ଥାନା ଅଞ୍ଚଳର ଅଶୋକ ସାହାଣୀ, ଚାରମାଲର ବସନ୍ତ ସିଂହ ଓ ଜମନକିରାର ବବଲୁ କିସାନଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ୧୫ବୋତଲ ବିଦେଶୀ ମଦ, ୬୨ଟି ମଦ ପାଉଚ୍ ଜବତ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top