ମଣି ବିମାନରେ ଗମନ କଲେ ଶ୍ରୀ ଗୋବିନ୍ଦଜୀଉ

କେନ୍ଦ୍ରାପଡା ୨୨/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଶ୍ରୀ ବଳଦେବଜୀଉଙ୍କୁ ସନ୍ଧ୍ୟା ଆଳତୀ ପରେ ମଣି ବିମାନରେ ଶ୍ରୀଜୀଉଙ୍କ ବିଜେ ପ୍ରତିମା ଶ୍ରୀ ଗୋବିନ୍ଦଜୀଉ ବସନ୍ତ ବଗିଚାକୁ ଗମନ କରିଥିଲେ ଏବଂ ସେଠାରେ ଶ୍ରୀଜୀଉଙ୍କୁ ଅବିର ଓ ପଂକ୍ତି ଭୋଗ ଲାଗି କରାଯିବା ପରେ ସେଠାରୁ ବସନ୍ତ ପବନ କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଣୁ ଦୀର୍ଘ ତିନିମାସ ପରେ ଆଜି ପ୍ରଥମ ଥର ପାଇଁ ଶ୍ରୀଜୀଉ ଶୁକ୍ଳ ବସ୍ତ୍ର ପରିଧାନ କରି ବଡଶୃଙ୍ଗାର ବେଶରେ ଭକ୍ତମାନଙ୍କୁ ଦେଖାଦେଇଥିଲେ।

Leave a Reply

Your email address will not be published. Required fields are marked *