ଓଡ଼ିଶା

ଭୁବନେଶ୍ୱର ବାଣ ବିଷ୍ପୋରଣରେ ୨ ଜଣ ଗୁରୁତର

ଭୁବନେଶ୍ୱର-୧.୧୧ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ବାଲି ପାଟଣା ଥାନା ନୂଆସାହିରେ ଦୀପାବଳି ପାଇଁ ବାଣ ଭିଡୁଥିବା ବେଳେ ଭୟଙ୍କର ବିଷ୍ପୋରଣ ଘଟି ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେସରକାରୀ ସୂତ୍ରରୁ ସୂଜନା ମିଳିଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ଅଗ୍ନିସେବା ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top