ad
ଓଡ଼ିଶା

ଭାରସାମ୍ୟ ହରେଇ କାର ଓଲଟିଲା ଅଳ୍ପକେ ବର୍ତିଲେ ମାଳିକ

କୋଲାବିରା, ୧୩।୨(ଓଡିଆ ପୁଅ/ନିଶିତ ବହିଦାର) ସମାସିଂହା-ବଡବାହାଲ ମଝି ଗିରଙ୍ଗିଲା ନାଲା ନିକଟରେ ଏକ ପ୍ରାଇଭେଟ କାର ଓଆର୨୩ଜି୨୨୨୨ ଭାରସାମ୍ୟ ହରେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମାସିଂହା ଗ୍ରାମର ନିବାସି ତଥା ସାମାସିଂହା ସେବାସମବାୟ ସମିତିର ସମ୍ପାଦକ ସୁବାଷ ପଟେଲ ଲଇକେରାରୁ କାମ ସାରି ସାମାସିଂହା କୁ ଫେରିବା ସମୟରେ ଅପରାହ୍ନ ୪ଟା ସମୟରେ ଗିରଙ୍ଗଲିଲା ନିକଟରେ ଭାରସାମ୍ୟ ହରେ ରାସ୍ତାକଡର ପୋଲ ଗୁଡିକ ସହିତ ବାଡେଇ ହୋଇ ରାସ୍ତାକଡକୁ ଓଲଟି ପଡିଥିଲା। ଦୁର୍ଘଟଣା ଯୋଗୁଁ କାରଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଗାଡି ମାଳିକ ସୁବାଷ ଅଳ୍ପକେ ବର୍ତିଯାଇଥିଲେ। ସୁବାଷ ସାମାନ୍ୟ ଆହତ ହୋଇଥିବା ବେଲେ ତାଙ୍କର କୈାଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ। ତେବେ କାରର ବହୁତ କ୍ଷତି ହୋଇଥିବା ଦେଖିବାକୁ ମିଲିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top