ଭଦ୍ରକ ଜିଲ୍ଲା କଂଗ୍ରେସ ସେବା ଦଳର ବୈଠକ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲ୍ଲା କଂଗ୍ରେସ  ଭବନ ଠାରେ ଏକ ସେବା ଦଳର ଏକ ପ୍ରଶିକ୍ଷଣ ସେବା ଜିଲ୍ଲା ସେବା ଦଳର ମୁଖ୍ୟ  ସେକ ନଇମଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରଶିକ୍ଷଣ ସେବାରେ ଅଖିଳ ଭାରତୀୟ ଜାତୀୟ କଂଗ୍ରସେ ସେବା ଦଳର ସଂଯୋଜକ ଚନ୍ଦ୍ର ପ୍ରକାଶ ବାଜପେଇ, ରାଜ୍ୟ ମହିଳା ସଂଘଠିକା ଉଷାରାଣୀ ବେହେରା, ରାଜ୍ୟ କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ଦିନେସ କୁମାର ପରିଡ଼ା, ଭଦ୍ରକ ଜିଲ୍ଲା ସଭାପତି ଅଶୋକ ଦାସ, ପୁର୍ବତନ ବିଧାୟକ ନରେନ ପଲେଇ, ରାଜ୍ୟ ସମ୍ପାଦକ ଦେବରୁପ ମହାନ୍ତି, ମିଡ଼ିଆସେଲ ଅଧ୍ୟକ୍ଷ  ଅତିସ ଦାସ, ବରିଷ୍ଠ ନେତା ଚିଦା ବାରିକ, ଆଶିଷ ରାଉତ, କୁଟିଆ ନାୟକ, ମୁନା ପରିଡ଼ା,  ଜିଲ୍ଲା ମହିଳା ସଂଗଠିକା ଲକ୍ଷ୍ମୀପ୍ରିୟା ଜେନା, ଟାଉନ ସଂଗଠକ ସୟଦ୍ ପରବେଜ୍ ଅହମ୍ମଦ, ନିରଂଜନ ମଲ୍ଲିକ, ପ୍ରହଲ୍ଲାଦ ସାହୁ, ଏମ୍ଡ଼ିି ତୋହିତ, ପୁରୁଷୋତ୍ତୋମ ସୂତାର, ନିର୍ମଳ ମହାକୁଡ଼ ସେକ ରିଆଜଉଦ୍ଧି, ମୋନଜ ପଣ୍ଡା, ଅନନ୍ତ ମହାପାତ୍ର, ବିଜୟ ନାୟକ ଓ ବହୁ ସେବା ଦଳ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *