ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ

ତିର୍ତ୍ତୋଲ୨୭/୮(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ତରଜଙ୍ଗା ରାଜସ୍ୱ ଗ୍ରାମର ବୈଜେଷ୍ଠ ବ୍ୟକ୍ତି ଧରମାନନ୍ଦ ରାଉତ(୮୦)ଙ୍କ ପରଲୋକ ହୋଇଯାଇଛି। କିଛିଦିନ ଧରି ଶଯ୍ୟାସାଇ ଥିବାବେଳେ ତାଙ୍କର ପରଲୋକ ହୋଇଯାଇଥିଲା। ସେ ଜଣେ ସମାଜସେବୀ, ମିଷ୍ଠଭାଷୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁତ୍ର ପୂଣ୍ଣ ଚନ୍ଦ୍ର, ସୁନାକର, ଟୁକୁନା, ଝିଅ ବିଣାପାଣୀ, ଜ୍ୱାଇଁ ବଟକୃଷ୍ଣ, ପୁତ୍ରବଧୂ, ନାତି ନାତୁଣୀ, ନାତୁଣୀଜ୍ୱାଇଁଙ୍କ ସମେତ ପରିବାରର ଅନ୍ୟସଦସ୍ୟମାନେ ଉପସ୍ଥିତ ଥିଲେ। ଗାଁ ଶ୍ମସାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା। ବଡ଼ପୁତ୍ର ପୁଣ୍ଣଚନ୍ଦ୍ର ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଶୋକ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *