ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ଚମ୍ପୁଆ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

ଚମ୍ପୁଆ ୧୧-୯ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ବିଭିନ୍ନ ଦଫା ଦାବି ନେଇ ଚମ୍ପୁଆ ବ୍ଲକ ଗ୍ରାଣ୍ଟ ଶିକ୍ଷକ ସ°ଘ ତରଫରୁ ଆଜି ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଚମ୍ପୁଆ ମନିଟରିଂ° କମିଟିର ସଦସ୍ୟ ବିଦ୍ୟାଧର ଚୌଧୁରୀଙ୍କ ନେତୃତ୍ୱରେ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣରେ ବସିଥିଲେ।

Leave a Reply

Your email address will not be published. Required fields are marked *