ବୋନଲେସ ମଣିଷ! ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ…

ଭୁବନେଶ୍ୱର;୧୩,ଜୁନ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ବୋନ ଲେସ ମ୍ୟାନ!(ହାଡ଼ ବିହୀନ ମଣିଷ)!ନିଜ ଶରୀରର ହାତ,ଗୋଡ଼ ସବୁକୁ ମୋଡ଼ି ମାଡ଼ି ଦେଉଛନ୍ତି।ପୁଣି ପୂରୁଣା ସ୍ଥିତିକୁ ଚାଲି ଆସୁଛନ୍ତି।ସତେ ଯେପରି ଶରୀରରେ ହାଡ଼ ବୋଲି କିଛି ନାହିଁ।ଦେଖିଲେ ସନ୍ଦେହ ହେଉଛି ଏ ଜଣେ ମଣିଷ ନାଁ ଆଉ କିଛି?ସୋସିଆଲ ମିଡିଆରେ ବ୍ୟକ୍ତି ଜଣଙ୍କ ନାଁ “ବୋନଲେସ ମ୍ୟାନ” ଦିଆଯାଇଛି।ଏହି ପରି ଜଣେ ବ୍ୟକ୍ତିଙ୍କର କାରନାମାର ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ଦେଖିଲେ ମଧ୍ୟ ସହଜରେ ଆଖିକୁ ବିଶ୍ୱାସ ହେଇପାରୁନାହିଁ,ଯେ ତାଙ୍କ ଶରୀରରେ ବାସ୍ତବରେ ହାଡ଼ ଅଛି ନାଁ ସେ ସତରେ ବୋନଲେସ!

Leave a Reply

Your email address will not be published. Required fields are marked *