ବେଳାଭୂମିରୁ ଡ଼ଲଫିନ ଉନ୍ଧାର

ପୁରୀ:୨୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବେଳାଭୂମିରୁ ପୁଣି ଏକ ମୃତୁ ଡ଼ଲଫିନ ଉନ୍ଧାର କରାଯାଉଛି। ଏହା ଏକ ପାବତ ଡ଼ଲଫିନ ବୋଲି ଜଣାଯାଇଛି।  ସୋମବାରଦିନ ମଧ୍ୟାହ୍ନରେ ହୋଟେଲ ଶିପପାଲେସ୍ ସମୁଖ ବେଳାଭୂମିରେ ମୃତ ଡ଼ଲଫିନ ଭାସୁଥିବା ଲାଇଫ ଗାଡ଼ ଦେଖି ଏହାକୁ କୂଳକୁ ଆଣିଥିଲେ। ଏହାର ଲମ୍ବ ୪ ଫୁଟ ହେବ ଏବେ ଏହା ବଟଲନୋଜ ପଜାତିର ବୋଲି ସନ୍ଦେହ କରାଯାଇଛି। ସମୁନ୍ଦ୍ର କୂଳ ଥାନା ଆଟୁପୋଷ୍ଟ ଇନର୍ଚାଜ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚିଥିଲେ। ର୍ଟଲର ମାଡ଼ରେ ଡ଼ଲଫିନ ଛୁଆର ମୃତୁ ଘଟିଥିବା କୁହାଯାଉଛି। ତେବେ ବାରବାମ୍ଭ ଡ଼ଲଫିନଙ୍କ ମୃତୁ ନେଇ ସାମୁଦ୍ରୀକ ବିଜ୍ଞାନିମାନେ ଉଦବେଗ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *