ଜିଲ୍ଲା ପରିକ୍ରମା

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୈଠକ ଗୃହ ମଧ୍ୟରେ ଜନ ସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତଙ୍କ ଅଧ୍ୟକ୍ଷତାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାକ୍ତର ଗଣେଶ ଚନ୍ଦ୍ର ପତି ଉପସ୍ଥିିତ ରହି ସ୍ତନ୍ୟପାନ ସପ୍ତାହ ପାଳନ ସଂପର୍କରେ ଆଲୋକପାତ କରିଥିଲେ। ସୁପର ଭାଇଜର ନବଘନ ଦାସ, ଭାସ୍କର ଚନ୍ଦ୍ର ଦାସ, ଅର୍ଜୁନ ଚରଣ ମଲ୍ଲିକ, ମୀନତି ଦାସ, ପ୍ରିତିକଳା ମହାନ୍ତି, ମିର୍ଜା ଅଜଗର ଅଲ୍ଲୀଙ୍କ ସମେତ ସମସ୍ତ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଓ ଗର୍ଭବତୀ ମା’ ମାନେ ଆୟୋଜିତ ସ୍ତନ୍ୟପାନ ସପ୍ତାହ ବୈଠକରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top