ବିଶ୍ଵ କପ ବିଜୟୀ ୧୯-ବର୍ଷରୁ କମ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ ୪-୨ (ଓଡ଼ିଆ ପୁଅ) ବିଶ୍ଵ କପ ବିଜୟୀ ୧୯ ବର୍ଷରୁ କମ ଭାରତୀୟ ଯୁବ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

“ଆମ ଯୁବ କ୍ରିକେଟରମାନଙ୍କ ବିଶାଳ ସଫଳତାକୁ ନେଇ ମୁଁ ଆନନ୍ଦ ବିହ୍ଵଳିତ। ୧୯-ବର୍ଷରୁ କମ ବିଶ୍ଵ କପ ବିଜୟ ପାଇଁ ସେମାନଙ୍କୁ ଶୁଭେଚ୍ଛା। ଏହି ନିର୍ଣ୍ଣାୟକ ବିଜୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *