ଜଗତସିଂହପୁର

ବିଦ୍ୟାଳୟ ପରିଚାଳନା କମିଟିର ଗଠିତ

ତିର୍ତ୍ତୋଲ ୩୦/୦୮(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତରେ ଥିବା ତରଜଙ୍ଗା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ଦାସ, ମମତା ରାଣୀ ଦାସ, ପଞ୍ଚନ କୁମାର ବେହେରା ପ୍ରମୁଖଙ୍କ ସମେତ ସମସ୍ତ ଅଭିଭାବକ ଉପସ୍ଥିତ ଥିଲେ। ସର୍ବସମତିକ୍ରମେ ବିଦ୍ୟାଳୟ କରିଚାଳନା କମିଟିର ସଭାପତିଭାବେ ତ୍ରିଲୋଚନ ସେଠୀ, ଉପସଭାପତିଭାବେ ସେବତି ସାହୁ, ସଭ୍ୟ ସ୍ନେହଲତା ମହାନ୍ତି, ମମତା ପରିଡ଼ା, ମାନସୀ ଦାସ, ନିରୁପମା ଦାସ, ଜୋସ୍ନାରାଣୀ ସାହୁ, ସମିରଣ ଦାସ, ପ୍ରମୋଦ କୁମାର ସ୍ୱାଇଁ, ଚିତ୍ତରଞ୍ଜନ ସାହୁ, ସୁବାଷ କବି, ବିର କିଶୋର ସାହୁ, ସୁଲୋଚନା କୁଅଁର(ୱାର୍ଡ଼ସଭ୍ୟ), ଶାନ୍ତିଲତା ସାହୁ(ହେଲଥ୍ ୱାର୍କର), ମନୋରମା ଲେଙ୍କା(ଅଙ୍ଗନୱାଡ଼ି କର୍ମୀ), ବସନ୍ତ କୁମାର ଦାସ, ପ୍ରକାଶ ସାହୁ(ବିଦ୍ୟାଳୟ ଛାତ୍ର ମୁଖ୍ୟମନ୍ତ୍ରୀ) ଅର୍ପିତା ଦାସ(ଛାତ୍ରପ୍ରତିନିଧି) ମନୋନୀତ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top