Home ଓଡ଼ିଶା ବିଜେପୁର ଉପନିର୍ବାଚନ ପାଇଁ ୩୦ରେ ହେବ ନାମାଙ୍କନ ପତ୍ର ଦାଖଲ

ବିଜେପୁର ଉପନିର୍ବାଚନ ପାଇଁ ୩୦ରେ ହେବ ନାମାଙ୍କନ ପତ୍ର ଦାଖଲ

92

ଭୁବନେଶ୍ଵର,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ଏବେ ସମସ୍ତଙ୍କ ନଜର ରହିଛି ବିଜେପୁର ଉପନିର୍ବାଚନ ଉପରେ । ସେଥିପାଇଁ ଏବେ ଜୋରସର ଚାଲିଛି କସରତ । ଆଉ ବିଜେଡିକୁ ଏବେ ବିଜେପୁର ଚିନ୍ତା ଘାରିଛି । ଏନେଇ ନବୀନ ନିବାସରେ ଆଜି ଦଳୀୟ ବୈଠକ ବସିଥିଲା । ଆସନ୍ତା ୩୦ ତାରିଖରେ ବିଜେଡି ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଏହି ବିଜେଡ଼ି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ବିଜେପୁର ଉପନିର୍ବାଚନ ପାଇଁ ଅନେକ ନେତାଙ୍କୁ ବିଜେପୁର ଦାୟିତ୍ୱ ବଣ୍ଟନ କରାଯାଇଛ । ତେବେଏଥିରେ ପଛକୁ ମଧ୍ୟ ହଟି ନାହଁନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜେ ମୁଖ୍ୟମନ୍ତ୍ରୀ ବିଜେପୁର ଉପନିର୍ବାଚନର ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.