ଜିଲ୍ଲା ପରିକ୍ରମା

ବିଜେପୁର ଉପନିର୍ବାଚନରେ ବିଜେଡି ଦଳର ଜିତାପଟ କୁ ମାଲକାନଗିରି ଜିଲ୍ଲାବିଜେଡି ପାର୍ଟୀ ଖୁସିମନାଇଲେ

ମାଲକାନଗିରି,୨୮ା୨ (ଓଡିଆ ପୁଅ )  ଆଜି ଥିଲା ବହୁଚର୍ଚିତ ବିଜେପୁର ଉପନିର୍ବାଚନର ଭୋଟଗଣତି, ଏହି ଆସନରୁ ବହୁବ୍ୟବଧାନରେ ୪୧,୯୩୩ଖଣ୍ଡ ଭୋଟରେ ବିଜେପି ଦଳ ର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଙ୍କ ଠାରୁ ଆଗୁଆ ରହି ବିଜେଡି ପାର୍ଟିର ପ୍ରାର୍ଥିନୀ ରୀତାସାହୁ ବିଜୟ ହାସଲ କରିଛନ୍ତି । ବିଜେପୁର ଆସନଟି ବିଜେଡି ହାତକୁ ଯାଇଥିବାରୁ ମାଲକାନଗିରି ବିଜେଡି ପାର୍ଟିପକ୍ଷରୁ ଆଜି ଖୁସୁମନାଇ ଛନ୍ତି ।କାଲିମେଳା ବଜାର ଠାରେ କାଲିମେଳା ବ୍ଲକ ବିଜୁ ଜନତା ଦଳ ଓ ବିଜେଡି ପାର୍ଟୀର ଜିଲ୍ଲାସଭାପତି ତଥା ମାଲକାନଗିରି ବିଧାୟକ ମାନସ ମାଡକାମି ଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଓ ନେତା ମାନେ ବିରାଟ ସୋଭାଯାତ୍ରାରେ ସହରପରିକ୍ରମା କରି ଖୁସି ବନାଇଥିଲେ

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top