ଓଡ଼ିଶା

ବିଜେପିରୁ ବହିଷ୍କୃତ ହେଲେ ୫ ଜଣ

– ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ବରଗଡ ଜିଲ୍ଲା ଆଗଲପୁର ମଣ୍ଡଳ ସଭାପତି ଓ ୪ଜଣଙ୍କୁ ପାର୍ଟିରୁ ବହିଷ୍କୃତ କଲେ ରାଜ୍ୟ ସଭାପତି
ଭୁବନେଶ୍ୱର, ତା.୦୬/୦୨(ଓଡ଼ିଆ ପୁଅ) : ବିଜେପୁରରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ୫ ଜଣ ଦଳୀୟ କର୍ମକର୍ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ସେମାନେ ହେଲେ
୧- ଉପେନ୍ଦ୍ର ଖେତି, ଆଗଲପୁର ମଣ୍ଡଳ ସଭାପତି
୨- ବୀରୋସେନ ସାହୁ, ଆଗଲପୁର ମଣ୍ଡଳ ସାଧାରଣ ସଂପାଦକ
୩- କୌସ୍ତୁଭ ସାହୁ, କୁମ୍ଭାରୀ ଗ୍ରାମପଂଚାୟତର
୪- ଆଡଭୋକେଟ୍ ଶରତ ଦାସ, (ବରପାଲୀ)
୫- କୈଳାସ ବେହେରା, (ବରପାଲୀ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top