ବିଜେଡି ଭବାନୀପାଟଣା ବ୍ଲକ ପର୍ଯ୍ୟବେକ୍ଷକ ହେଲେ ପ୍ରଦୀପ ମହାନ୍ତ

ପାଟଣା , ତା୨୩/୦୭(ଓଡ଼ିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଜିରାପାଟ ଗ୍ରାମର ଯୁବନେତା ପ୍ରଦୀପ କୁମାର ମହାନ୍ତଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣା ବ୍ଲକ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ବିଜୁ ଛାତ୍ର ଜନତା ଦଳ ଉତ୍ତର ଓଡିଶା ସଂପାଦକ ପଦରେ ଥିବା ପ୍ରଦୀପଙ୍କୁ ଭବାନୀପାଟଣା ବ୍ଲକ ପର୍ଯ୍ୟବେକ୍ଷକ ଭାବେ ମନୋନୀତ କରାଯାଇଥିବାରୁ ସାହାରପଡା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *