ବିଜୁ ଯୁବବାହିନୀ ତରଫରୁ ପ୍ରସ୍ତୁତି ବୈଠକ

ଖଡିଆଳ/ନୂାାପଡା-୨୧.୦୭.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ)ନୁଆପଡା ଜିଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ବିଜୁ ଯୁବ ବାହିନୀ ପକ୍ଷରୁ ଏକ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଖୁଲଣା ବେହେରା ଅଧ୍ୟକ୍ଷତା କରିଥିବା ବେଲେ ଏଥିରେ ବର୍ତ୍ତାମାନ ବନ ମହୋସ୍ôବ ପକ୍ଷ ଅବସରରେ ଏନ.ଏ.ସି ଏରିଆରେ ବିଭିନ୍ନ ପ୍ରକାର ଗଛ ରୋପଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ସାହୁ, ନୋଡାଲ ଅଫିସର ଡ. ସିଦ୍ଧାର୍ଥ ଶଙ୍କର ମହାପାତ୍ର ସମେତ ପଞ୍ଚସଖା ଯୁବକ ସଂଘ ବାଦୀର ସଭାପତି ପରକ୍ଷିତ ସତନାମୀ ଉପସ୍ଥିତ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *