ଓଡ଼ିଶା

ବିଜୁ ଜନତା ଦଳ ମିଡିଆ ପ୍ୟାନେଲିଷ୍ଟ ଭାବେ ସତ୍ୟଜିତ ମିଶ୍ର, ସଂଜୟ ବାବୁ ଓ ଚକ୍ରଧର ଦାଶ ନିଯୁକ୍ତ

ଭୁବନେଶ୍ୱର ତା.୨୮.୮.୨୦୧୮ରିଖ (ଓଡ଼ିଆ ପୁଅ) – ଆଜି ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ମିଡିଆ ପ୍ୟାନେଲିଷ୍ଟ ଭାବେ ଶ୍ରୀ ସତ୍ୟଜିତ ମିଶ୍ର, ଶ୍ରୀ ସଂଜୟ ବାବୁ ଓ ଶ୍ରୀ ଚକ୍ରଧର ଦାଶଙ୍କୁ ନିଯୁକ୍ତ କରିଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‌ଇସ୍ତାହାରରେ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top