ଭୁବନେଶ୍ୱର ତା.୨୮.୮.୨୦୧୮ରିଖ (ଓଡ଼ିଆ ପୁଅ) – ଆଜି ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ମିଡିଆ ପ୍ୟାନେଲିଷ୍ଟ ଭାବେ ଶ୍ରୀ ସତ୍ୟଜିତ ମିଶ୍ର, ଶ୍ରୀ ସଂଜୟ ବାବୁ ଓ ଶ୍ରୀ ଚକ୍ରଧର ଦାଶଙ୍କୁ ନିଯୁକ୍ତ କରିଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍ଇସ୍ତାହାରରେ ଜଣାଇଛନ୍ତି।