ଓଡ଼ିଶା

ବିଏସଏଫର ନୂତନ ଗୁଇନ୍ଦା ଡିଆଇଜିଙ୍କ କାର୍ଯ୍ୟରେ ଯୋଗଦାନ

କୋରାପୁଟ ; ତା୧୧-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ବିଏସଏଫର ନୂତନ ଗୁଇନ୍ଦା ଡିଆଇଜି ଭାବେ ସୁକୁମାର ଷଡଙ୍ଗୀ କାର୍ଯ୍ୟଭାର ଗ୍ରହଣ କରିବାପରେ କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ।୪ ଟି ଜିଲ୍ଲାରେ ବିଏସଏଫ ଯବାନ ମୃତୟନ କରାଯାଇ ନକ୍ସଲ ବିରୋଧି ଅପେରସନ ଜାରି ରହିଥିବା ସେ ସୂଚନା ଦେଇଥିଲେ।ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟର ସୁରକ୍ଷା ବିଏସଏଫ ଯବାନ ଦ୍ୱାରା କରାଯାଉଥିବା ସେ ପ୍ରକାଶ କରିଥିଲେ।ଦୁର୍ଗମ ଅଂଚଳର ଆଦିବାସୀମାନେ ବିଏସଏଫ ପ୍ରତି ବିଶ୍ୱାସ ବଢିଥିବା ସେ ପ୍ରକାଶ କରିବା ସହ ଲୋକମାନେ ଅପରେସନରେ ସହାୟତା ଦେଉଥିବା ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top