ବାଲିଯୋଡ଼ି ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଆସନ୍ତା ଦୁର୍ଗାପୂଜା ପାଇଁ ବାଲିଯୋଡ଼ି ଦୁର୍ଗା ପୂଜାର ପ୍ରସ୍ତୁତି ବୈଠକ ସ୍ୱପ୍ନେଶ୍ୱର କ୍ଲବ ପରିସରରେ ଡ଼ାକ୍ତର ଫକୀର ଚରଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ସର୍ବସମ୍ମତି କ୍ରମେ ଚଳିତ ବର୍ଷ ପାଇଁ ସଭାପତି ଭାବେ ଡ଼ାକ୍ତର ଫକୀର ଚରଣ ହୋତା ମନୋନୀତ ହୋଇଛନ୍ତି।କାର୍ଯ୍ୟକାରୀ ସଭାପତି କାହ୍ନୁ ଚରଣ ସୂତାର, ଉପସଭାପତି ଭାବେ ବିଶ୍ୱନାଥ ଦାସ, ପ୍ରଫୁଲ୍ଲ କୁମାର ସାହୁ, ସତ୍ୟେନ୍ଦ୍ର କୁମାର ଚାନ୍ଦ, ସାଧାରଣ ସମ୍ପାଦକ ଭାବେ ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ରବିନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ବିଦ୍ୟାଧର ରାଉତ, ସହସମ୍ପାଦକ ମୂର୍ତି ଗୈରବ ଥାପ୍ପା, ସହ-ସମ୍ପାଦକ ପୂଜା କିଶୋର ଖଟୁଆ, ସହ ସମ୍ପାଦକ ପ୍ରସାଦ ପିଟୁଂ ନନ୍ଦ, ସହ ସମ୍ପାଦକ ସାଜସଜ୍ଜା ବିନୋଦ କୁମାର ପରିଡ଼ା, ସହସମ୍ପାଦକ ସାଂସ୍କୃତିକ ପ୍ରୀତି ରଂଜନ ସାହୁ, ସହ ସମ୍ପାଦକ ଭଷାଣୀ ବିଶ୍ୱନାଥ ମଲ୍ଲିକ, ସମୀକ୍ଷକ ଅଚ୍ୟୁତାନନ୍ଦ ପୁରଷେଠ, ସୈଭାଗ୍ୟ କୁମାର ସ୍ୱାଇଁ କର୍ତା ସୁଶାନ୍ତ ରାଉତ ମନୋନୀତ ହୋଇଛନ୍ତି। ଏହି ବୈଠକରେ ସମସ୍ତ ବରିଷ୍ଠ ନାଗରିକ, ବାଲିଯୋଡ଼ି ଗ୍ରାମ୍ୟକମିଟି, ସ୍ୱପ୍ନେଶ୍ୱର ମନ୍ଦିର କମିଟି, ଭାଗବତ ଟୁଙ୍ଗି କମିଟି, ବାଲିଯୋଡ଼ି ମାର୍କେଟ କମିଟିର କର୍ମକର୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *