ଓଡ଼ିଶା

ବସ୍ ଏବଂ ବୋଲେରୋ ଧକ୍କା: ୬ ମୃତ ୧୩ ଗୁରୁତର

ସଂଭଲ ୯-୧୧ (ଓଡ଼ିଆ ପୁଅ) : ସମ୍ଭଲର ଗୁନ୍ନୌର ଥାନା ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଛି। ତେଜ଼ ବେଗରେ ରୋଡୱେଜ ଏବଂ ବୋଲେରୋର ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣ ଲୋକଙ୍କର ମୃତ୍ୟୁ ହେବା ସହିତ ୧ ଡର୍ଜନରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୁଲିସ ଏବଂ ପ୍ରଶାସନ ପହଁଚି ସମସ୍ତ ଆହତମାନଙ୍କୁ ନିକଟସ୍ଥ  ହସ୍ପିଟାଲରେ ଭର୍ତ୍ତି କରୁଛି। । ସମ୍ଭଲ ଏସ୍ପି ।ମୁନା ପ୍ରସାଦ କହିଛନ୍ତିଯେ, କୁହୁଡ଼ି ଯୋଗୁଁ “ଲୋ ଭିଜିବିଲିଟି” କାରଣରୁ ଏହି ଦୁର୍ଗଟଣା ଘଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top