ଜିଲ୍ଲା ପରିକ୍ରମା

ବଲାଙ୍ଗୀର ଜୋନ ବିଜୁ ଯୁବ ଜନତା ଦଳ ଉପସଭାପତି ମନୋନୀତ

ଖଡିଆଳ/ନୂଆପଡା-୧୨.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ସହରର ରଜାପଡା ନିବାସୀ ସୁବିରନାଥ ସିଂଦେଓଙ୍କୁ ବଲାଙ୍ଗୀର ଜୋନ ବିଜୁ ଯୁବ ଜନତା ଦଳ ଉପସଭାପତି ଭାବରେ ମନୋନୀତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରେସ ଇସ୍ତାହାର ଯୋଗେ ବଲାଙ୍ଗୀର ଜୋନ ବିଜୁ ଯୁବ ଜନତା ଦଳ ଉପସଭାପତି ଭାବରେ ଶ୍ରୀ ସିଂଦେଓଙ୍କୁ ମନୋନୀତ କରିଥିବା ବେଲେ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ଖଡିଆଳର ଯୁବନେତା ମହମ୍ମଦ ସାହିଦଙ୍କୁ ମନୋନୀତ କରିଛନ୍ତି । ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top