ଜିଲ୍ଲା ପରିକ୍ରମା

ବର୍ଷିୟାନ ପରିବେଶବିତଙ୍କୁ ବିରଜା ସମ୍ମାନ

ଯାଜପୁର,(ଓଡିଆପୁଅ/ମାନସ ରାଉତ): ପକ୍ଷରୁ ବର୍ଷିୟାନ ପରିବେଶବିତ ଓ ସମାଜସେବୀ ବସନ୍ତ କୁମାର ନାୟକଙ୍କୁ ବିରଜା ସମ୍ମାନ ପ୍ରଦାନ କରାଯାଇଛି । ଉକ୍ତ ଉସôବରେ ଉଦଘାଟକ ଭାବେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ,ମୁଖ୍ୟଅତିଥି ଭାବେ ଆଡଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ବିଧାୟକ ତଥା ଅଭିନେତା ଆକାଶଦାସ ନାୟକ ଯୋଗେଦେଇଥିଲେ । ଉଦଘାଟକ ଶ୍ରୀ ଶତପଥୀ ବର୍ଷିୟାନ ଶ୍ରୀ ନାୟକଙ୍କୁ ତାଙ୍କର ସାମଗ୍ରୀକ ଜୀବନରେ ସଫଳତା ପାଇ ପ୍ରଶସ୍ତିପତ୍ର ସହ ଉତ୍ତୋରୀୟ ପ୍ରଦାନ କରିଥିଲେ । ‘ବିରଜାଭୂମି’ର ସଂପାଦକ ନିର୍ମଳଚନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top