ବରୀରେ ଲକ୍ଷ୍ମୀ ମଣ୍ଡପ ବୁଲିଲେ ବିଧାୟକ

ଯାଜପୁର-୮/୧୦(ଓଡିଆ ପୁଅ/ଏ.ରାଉତ) ବରୀରେ ଆୟୋଜିତ ହେଉଥିବା ଲକ୍ଷ୍ମୀ ପୂଜାର ତୃତୀୟ ଦିନରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଲକ୍ଷ୍ମୀ ମଣ୍ଡପବୁଲିବା ସହିତ ଆଶିଷ କାମନା କରିଛନ୍ତି। ବିଧାୟକ ବରୀ ବ୍ୟାଙ୍କ ଛକରେ ଆୟୋଜିତ ହେଉଥିବା ବରୀ ଅଂଚଳର ସବୁଠାରୁ ପୁରାତନ ପୂଜା ମଣ୍ଡପକୁ ଆସି ମା’ଙ୍କ ଦର୍ଶନ କରିବା ସହିତ ଆଶିଷ କାମନା କରିଥିଲେ। ଏହି ସମୟରେ ବହୁ ଶ୍ରଦ୍ଧାଳୁ ସେଠାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *